ମହିଳା ଉଦ୍ୟୋଗୀଙ୍କ ସହାୟତା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ଭାରତର ପ୍ରଥମ ମହିଳା ବିଜନେସ ମେଳା, ୮ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ବର : ଚଳିତ ଶତାବ୍ଦୀ ହେବ ମହିଳାମାନଙ୍କ ଶତାବ୍ଦୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍‌ ମେଳାକୁ ଭର୍ଚୁଆଲ ‌ମାଧ୍ୟମରେ ଉଦଘାଟନ କରି ସେ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ। … Continue reading ମହିଳା ଉଦ୍ୟୋଗୀଙ୍କ ସହାୟତା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ